Odia Grammar Mock Test for Odisha Competitive Exams

 Odia Grammar Mock Test For Odisha Police Constable Exam

Top 20 most Important odia Grammar question for OSSSC PEO JUNIOR ASSISTANT OSSC OPRB ODISHA POLICE CONSTABLE EXAM 

ଏକାପଦରେ ପ୍ରକାଶ କର ଯାହା ଘଟିବାର ସମ୍ଭାବନା ଅଛି-
A. ଘଟଣୀୟ
B. ଘଟଣ
C. ଅବଶ୍ୟମ୍ଭାବୀ
D. ଘଟଣା
 
 
2. ଆମ କଲୋନୀରେ ପ୍ରତିଦିନ ସନ୍ଧ୍ୟାବେଳେ ଲାଇନ୍ କଟିଯାଏ | - ଏହା ଏକ କି ପ୍ରକାରର ବାକ୍ୟ ?
A. ଖଣ୍ଡ
B. ସରଳ
C. ଯୌଗିକ
D. ମିଶ୍ର
 
 
3. ନିମ୍ନୋକ୍ତ ପ୍ରଶ୍ନରେ ଶୁଦ୍ଧଶୁ ଶବ୍ଦ ଚିହ୍ନାଅ |
(A) ପାଷାଣ
(B) ପାସାଣ
(C) ପାଶାଣ
(D) ପଷାଣ


4. ମହର୍ଷି - ଏହା ଠିକ୍ ଠି ସନ୍ଧିବିଛେଦଟି ' ହେବ ?
A. ମହା + ରୁଷି
B. ମହର + ରୁଷି
C. ମହା + ଅରୁଷି
D. ମହ + ସି


5. 'ବହୁତ ବଡ଼ ବଡ଼ କଥା କହେ,କିନ୍ତୁ କାମ କରେ ନାହିଁ' - ହିଁ ନିମ୍ନୋ କ୍ତ ରୂଢ଼ିଗୁଡ଼ିଗୁଡ଼ିକ ମଧ୍ୟରୁ କେଉଁ ରୂଢ଼ିଟି ଏହିଭହି ଳି ଅର୍ଥ ବୁଝାଏ
A. ଖତଗଦାରେ ପଦ୍ମ
B. ଜୀବନ ମୂର୍ଚ୍ଛା
C. ଜୋକ ମୁହଁମୁରେ ଲୁଣ
D. କୁହାମୁଣ୍ଡା କପିଳା


6. ଶବ୍ଦାର୍ଥ ବାଛ  “ଅର୍ଣ୍ଣବ
A. ଗ୍ରାମ
B. ସମୁଦ୍ର
C. ପୁଷ୍କରିଣୀ
D. ତଡାଗ


7. ବିଶେଷଣ ପଦର ବ୍ୟବହାର ବାକ୍ୟର କେଉଁଠା ଉଁ ରେ କରାଯାଇଥାଏ ?
A. କ୍ରିୟା ପରେ
B. ବିଶେଷ୍ୟ ପୂର୍ବ ରୁ
C. କର୍ମ ପୂର୍ବ ରୁ
D. କର୍ତ୍ତା ପରେ
 

8. ନିମ୍ନ ଶବ୍ଦଟିର ପ୍ରକୃତି ପ୍ରତ୍ୟୟ ଚିହ୍ନାଅ 'ବୈଜ୍ଞାନିକ'
A. ଵୀଜ୍ଞାନ + ଇକ
B. ବିଜ୍ଞାନ + ଇକ
C. ବିଜ୍ଞାନ + ଈକ
D. ବିଜ୍ଞ + ଆନ + ଇକ


9. ସମ୍ବନ୍ଧପଦର ଅବସ୍ଥିତି ବାକ୍ୟର କେଉଁଠା ଉଁ ରେ ?
A. କ୍ରିୟାପଦ ପୂର୍ବପ ରୁ
B. ବାକ୍ୟର ମଝିରେ
C. ସମ୍ବନ୍ଧିତ ପଦ ପୂର୍ବ ରୁ
D. ବାକ୍ୟର ଶେଷରେ


10. 'ଧରାକୁସରା ମଣିବା ' - ଏହାର ଅର୍ଥ କ'ଣ ?
A. ସମଗ୍ର ଧରା ହେଉଛି ସରା ପରିକା ଗୋଲ
B. ଅତି ଗର୍ବଭାବ ଦେଖାଇବା
C. ନିଜର ବଡ଼ିମା ଦେଖାଇବା
D. ସରାକୁଧରା ସହିତହି ସମକକ୍ଷ କରିବା


11. ଚ, ଛ, ନ, ଠ – କେଉଁଟି ମୂର୍ଦ୍ଧନ୍ୟ ବ୍ୟଞ୍ଜନ ବର୍ଣ୍ଣ ?
(A)
(B)
(C)
(D)


12. ଛାତରୁ ପାଣି ଗଳୁଛି । ରେଖାଙ୍କିତ ପଦଟି କେଉଁକାରକ?
(A) ସଂପ୍ରଦାନ
(B) ଅପାଦାନ
(C) କର୍ମ
(D) କର୍ତ୍ତା


13 . ‘ଆଇଁଷ’ ଶବ୍ଦଟି କେଉଁପ୍ରକାର ଶବ୍ଦ?
(A) ବୈଦେଶିକ
(B) ତଦ୍ଭବ
(C) ଦେଶଜ
(D) ତତ୍ସମ


14. କେଉଁବିଶେବି ଷଣରେ ‘ତର’, ‘ତମ’ ପ୍ରତ୍ୟୟ ଲାଗେ?
(A) କ୍ରିୟା ବିଶେବିଣ
(B) ଗୁଣବାଚକ ବିଶେବିଣ
(C) ବିଧେୟ ବିଶେବିଣ
(D) ତୁଳନାତ୍ମକ ବିଶେବିଣ
 

15. ବହୁବଚନ ପ୍ରୟୋଗ ଦୃଷ୍ଟିରୁ କେଉଁଟି ଠିକ୍?
(A) ଅଧିକାଂଶ ଶ୍ରମିକଗଣଙ୍କ ଘର ନଥାଏ
(B) ଅଧିକାଂଶ ଶ୍ରମିକମାନଙ୍କର ଘର ନଥାଏ
(C) ଅଧିକାଂଶ ଶ୍ରମିକଙ୍କ ଘର ନଥାଏ
(D) ଅଧିକାଶ ଶ୍ରମିକବର୍ଗଙ୍କ ଘର ନଥାଏ
 

16. 'ଦୁର୍ଭିକ୍ଷ' - କେଉଁ ସମାସ ?
(A) ବହୁବ୍ରୀ ସମାସ
(B) କର୍ମଧରାୟ
(C) ଅବୟୀ ଭାବ
(D) ଦ୍ଵନ୍ଦ


17. ବୃଦ୍ଧ ବ୍ୟକ୍ତି - ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷଣ ?
(A) ସର୍ବନାମର ବିଶେଷଣ
(B) ପରିମାଣବାଚକ ବିଶେଷଣ
(C) କ୍ରିୟା ବିଶେଷଣ
(D) ବିଶେଷ୍ୟର ବିଶେଷଣ


18. ମଶାକୁ ଧୂଆଁ ଦିଅ । - ବାକ୍ୟରେ ଥିବା  'ମଶାକୁ' କେଉଁ ବିଭକ୍ତି ?
(A) ଚତୁର୍ଥୀ
(B) ପଞ୍ଚମୀ
(C) ଦ୍ୱିତୀୟା
(D) ତୃତୀୟା


19. ପଶୁପକ୍ଷୀ ’ - ଏହା କେ ଉଁ ସମାସ?
A) ଦ୍ୱନ୍ଦ୍ୱ
B) ତତ୍ ପୁରୁଷ
C) ବହୁବ୍ରୀହି
D) ଅଲୁକ୍


20. 'ପ୍ରୟୋ ଜନାର୍ଥ' ଶବ୍ଦ ଯୋଗରେ କେଉଁବିଭବିକ୍ତି ହୁଏ ?
(A) ସପ୍ତମୀ
(B) ଷଷ୍ଠୀ
(C) ପଞ୍ଚମୀ
(D) ତୃତୀୟା
 


 
 

Post a Comment

0 Comments